ଗୋଳନ୍ଥରା ସ୍ଥିତ ଈଶାଣେଶ୍ୱର ଅଷ୍ଟଶମ୍ଭୁ ପୀଠରେ ଆୟୋଜିତ ହୋଇଛି ପିଠାପୋତା ନୀତି। ବ୍ରିଟିଶ ସମୟରୁ ଗଞ୍ଜାମରେ ରହି ଆସିଛି ଏଭଳି ପରମ୍ପରା ।