ଆହୁରି 2 ଦିନ ହାଡ଼ ଭଙ୍ଗା ଶୀତ । ଆଗାମୀ 5 ଦିନ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ସ୍ଥାନ ଗୁଡି଼କରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି ।