ମକର ସଂକ୍ରାନ୍ତିରେ ଭୁବନେଶ୍ୱରରେ ଅଘଟଣ । ନିର୍ମାଣଧୀନ ମୁକୁଳା ଡ୍ରେନରେ ପଡି ଜଣଙ୍କର ମୃତ୍ୟୁ ଅଭିଯୋଗ । ସରକାରୀ ସହାୟତା ପାଇଁ ଦାବି କଲେ ପରିବାର ଲୋକେ ।