Surprise Me!

ସାହସ ଓ ସ୍ୱାଭିମାନର ଅନ୍ୟନାମ ସନ୍ତୋଷୀ: ରାଜଧାନୀ ରାଜରାସ୍ତାରେ ଅଟୋ ଚଳାଇ ସ୍ୱପ୍ନକୁ କରୁଛନ୍ତି ସତ

2026-01-15 7 Dailymotion

ଅଟୋ ଡ୍ରାଇଭର ସନ୍ତୋଷୀଙ୍କର ଏ ସଂଘର୍ଷପୂର୍ଣ୍ଣ ଯାତ୍ରାକୁ ଆଜି ମିଳିଛି ଆଉ ଏକ ସଫଳତା । ଓଡ଼ିଶା ସରକାରଙ୍କ ବାଣିଜ୍ୟ ପରିବହନ ବିଭାଗ ତାଙ୍କୁ ‘ଆମ ସୁବାହକ ଯୋଜନା’ର ହିତାଧିକାରୀ ଭାବରେ ମନୋନୀତକରିଛି ।

Buy Now on CodeCanyon