ବଲାଙ୍ଗୀରରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରି ଅଡ଼ୁଆରେ ଆଇଟମ ଡ୍ୟାନ୍ସର ନିଶା ମହାରଣା । ନିଶାଙ୍କ ସହ ଆୟୋଜକ କମିଟି ସଦସ୍ୟଙ୍କ ନାଁରେ ରୁଜୁ ହେଲା ମାମଲା, ଦୁଇ ଗିରଫ।