ମାଟି କାମ କରୁଥିଲେ 6 ଜଣ ଶ୍ରମିକ । ହଠାତ ମାଟି ଅତଡ଼ା ଖସିବାରୁ ଚାପି ହୋଇଯାଇଥିଲେ 3 ଶ୍ରମିକ । 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଜଣଙ୍କ ଅବସ୍ଥା ଗୁରୁତର ରହିଛି।