ଏକ ଅଭାବନୀୟ ଘଟଣାରେ ଚିପ୍ସ ପ୍ୟାକେଟ ଭିତରେ ଥିବା ବେଲୁନ ଶ୍ୱାସ ନଳୀରେ ଅଟକିଯିବାରୁ ଅକାଳରେ ୬ ବର୍ଷ ବାଳକର ମୃତ୍ୟୁ ଘଟିଥିବାର ଅଭିଯୋଗ ହୋଇଛି ।