ବାଲେଶ୍ୱରରେ ଗୋରୁ ଚାଲାଣ ସମୟରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗରେ ଏଯାଏଁ 3 ଗିରଫ ହୋଇଥିବା ବେଳେ ତଦନ୍ତ ନେଇ ଏମିତି କହିଲେ ଏସପି ।