କୋଲକାତାରେ ହେବାକୁ ଯାଉଛି ନିବେଶକ ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୟନ, ଧାତବ୍ୟ ଏବଂ ପ୍ଲାଷ୍ଟିକ ଓ ରସାୟନ ଏହି ତିନୋଟି କ୍ଷେତ୍ରର ନିବେଶକଙ୍କ ସହ ଆଲୋଚନା କରିବେ ।