Surprise Me!

ଶତାୟୁ ପଦ୍ମାବତୀଙ୍କ ଦେଉଳ ଗଢା ନିଶା, ଭିକ୍ଷାବୃତ୍ତି ଅର୍ଥରେ ପୂର୍ଣ୍ଣ କରୁଛନ୍ତି ଅଧାଗଢା ମନ୍ଦିର

2026-01-16 6 Dailymotion

ଖୋର୍ଦ୍ଧା ବାଲିଅନ୍ତାରେ ରୁହନ୍ତି 103 ବର୍ଷୀୟା ପଦ୍ମାବତୀ ଦାସ । ଦୀର୍ଘ 25 ବର୍ଷରୁ ଊର୍ଦ୍ଧ୍ବ ହେବ ଭିକ୍ଷାବୃତ୍ତି କରି ସେହି ଟଙ୍କାରେ ଗଢୁଛନ୍ତି ଦେଉଳ ।

Buy Now on CodeCanyon