ଯଶୋବନ୍ତ ସିଂ କମିଶନଙ୍କ ରିପୋର୍ଟରେ ହାଇକୋର୍ଟର ବେଞ୍ଚ ପାଇଁ ଯେଉଁ ଉପାଦାନ ଆବଶ୍ୟକ ତାହା ସବୁ ସମ୍ବଲପୁର ତଥା ପଶ୍ଚିମ ଓଡିଶାରେ ରହିଛି କହିଛନ୍ତି ସଚେତନ ନାଗରିକ ।