କ୍ୟାପିଟାଲ ହସ୍ପିଟାଲ ଓପିଡିରେ କଳାବ୍ୟାଜ୍ ପିନ୍ଧି ରୋଗୀ ସେବା; ଡାକ୍ତରଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଲେ ସ୍ୱାସ୍ଥ୍ୟ ସଚିବ
2026-01-17 3 Dailymotion
ଆମକୁ ସୁରକ୍ଷା ଦରକାର । ଓପିଡି ପରେ ରୋଗୀ ଆସୁଛନ୍ତି । ସେମାନଙ୍କୁ ମନା କଲେ ମାଡ଼ ମାରୁଛନ୍ତି । ତେଣୁ ପ୍ରଥମେ ଆମର ସୁରକ୍ଷା ଆବଶ୍ୟକ ।'