ଗଜପତିର ସୀତା ପାହାଡରେ ଅନୁଷ୍ଠିତ ମକର ମେଳା ରହିଛି ସ୍ବତନ୍ତ୍ରତା । ମକର ସଂକ୍ରାନ୍ତି ପରଦିନ ଠାରୁ 5 ଦିନ ଲୋକେ ଏହି ପାହାଡରେ ଉତ୍ସବ ପାଳନ କରି ମକର ବସିଥାନ୍ତି ।