Surprise Me!

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି, ଭୋଟର ଲିଷ୍ଟ ସ୍ବଚ୍ଛତା ପାଇଁ ଘରକୁ ଘର ବୁଲି ହେବ ସର୍ଭେ

2026-01-17 2 Dailymotion

୨୦୨୭ ମସିହାରେ ରାଜ୍ୟରେ ହେବ ପଞ୍ଚାୟତ ଓ ପୌର ନିର୍ବାଚନ । ରାଜ୍ୟ ନିର୍ବାଚନ କମିଶନ 5ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଓ 2ଟି ପର୍ଯ୍ୟାୟରେ ପୌରନିର୍ବାଚନ କରାଇବାକୁ ଯୋଜନା କରୁଛନ୍ତି ।

Buy Now on CodeCanyon