Surprise Me!

ତେଲଙ୍ଗାନାରେ ଦାଦନ ଶ୍ରମିକଙ୍କୁ ହତ୍ୟା ଅଭିଯୋଗ; ନ୍ୟାୟ ଭିକ୍ଷା କଲେ ପରିବାର

2026-01-17 1 Dailymotion

ଇତି ମଧ୍ୟରେ ତିନିଦିନ ବିତି ଗଲାଣି । ଘଟଣାର ସିସିଟିଭି ଫୁଟେଜ ଥାଇ ମଧ୍ୟ ପୋଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନି । ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ ।

Buy Now on CodeCanyon