ବେଙ୍ଗାଲୁରୁ ସ୍ଥିତ ଏନିମାଲ ୱେଲଫେୟାର ଅର୍ଗାନାଇଜେସନ୍ (ASRA) ସଂସ୍ଥା ପକ୍ଷରୁ ଶନିବାରଠାରୁ ବୁଲା କୁକୁରଙ୍କୁ ଧରିବା ସହିତ ବନ୍ଧ୍ୟାକରଣ ଅଭିଯାନ ଆରମ୍ଭ ହୋଇଛି ।