ବିଜେଡି ପାଇଁ ବଡଧରଣର ଷଡଯନ୍ତ୍ର ହୋଇଥିଲା । ବିଜେଡି ଅନୁଶାସନ ଭାଙ୍ଗୁଥିବା ଓ ଧୋକାବାଜି କରାଯାଉଥିବାରୁ ଏହି କାର୍ଯ୍ୟାନୁଷ୍ଠାନ । ଲେନିନଙ୍କ ଅଭିଯୋଗର ପ୍ରମାଣ ମାଗିଲେ ଅରବିନ୍ଦ ।