ଦ୍ବିତୀୟ ସଂସ୍କରଣର ମଜା ନେଲେ ରାଜଧାନୀବାସୀ । ବିକାଶ, ଲୋକଙ୍କ ସେବା ଓ ମନୋରଞ୍ଜନରେ କୌଣସି ରାଜନୀତି ନଥିବା କହିଲେ ଭୁବନେଶ୍ୱର ସାଂସଦ ।