ବିଜେଡି ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ଆଜି ବିଧିବଦ୍ଧ ଭାବେ ସାମ୍ୱାଦିକ ସମ୍ମିଳନୀ କରିଛି ବିଜେଡି । ବିଜେଡିର ଯୁବନେତା ଅମରେଶ ପତ୍ରୀ ଅରବିନ୍ଦ ମହାପାତ୍ର ନିଲମ୍ବନ କାରଣ ଖୋଲି କହିଛନ୍ତି ।