Surprise Me!

କୋଠା ନିର୍ମାଣକୁ ନେଇ ବିବାଦ, ନୂଆପଡା BDO ରୋହିତ ଭୋଇଙ୍କୁ ଆକ୍ରମଣ

2026-01-19 299 Dailymotion

ଗ୍ରାମପଞ୍ଚାୟତ କୋଠା ନିର୍ମାଣକୁ ନେଇ ବିବାଦ । ନୂଆପଡା BDO ରୋହିତ ଭୋଇଙ୍କ ସରକାରୀ ଵାସଭବନରେ ପଶି ତାଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

Buy Now on CodeCanyon