ଖୋର୍ଦ୍ଧା ହଜ ଗ୍ରାମର ଚାଷୀ ସୁଶାନ୍ତ କୁମାର ଭୋଳ ଜିଲ୍ଲାରେ ପ୍ରଥମ ଥର ପାଇଁ ଷ୍ଟ୍ରବେରୀ ଚାଷ କରିଛନ୍ତି । ଗୋଟିଏ ଗଛରେ ପ୍ରାୟ 600ରୁ 700 ଗ୍ରାମ ଫଳ ଆସୁଛି ।