ପୁରୁଣାଗଡ଼ ମାଟି ତଳେ ଲୁଚି ରହିଛି କି ଦ୍ଵିତୀୟ ନଗରୀକରଣ ସଭ୍ୟତା ? ପ୍ରତ୍ନତାତ୍ତ୍ବିକ ଖନନ ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର
2026-01-19 87 Dailymotion
ସମ୍ବଲପୁର ପୁରୁଣାଗଡ଼ ମାଟି ତଳେ ଖ୍ରୀଷ୍ଟ ପୂର୍ଵ ଷଷ୍ଠ ଶତାବ୍ଦୀ ଦ୍ଵିତୀୟ ନଗରୀକରଣ ସଭ୍ୟତା । ଆସନ୍ତା ଫେବୃଆରୀରୁ ଆରମ୍ଭ ହେବ ପ୍ରତ୍ନତାତ୍ତ୍ବିକ ଖନନ । ସାମିଲ ହେବେ 60 ରୁ 70 ସଦସ୍ୟ