ଅଜ୍ଞାନତାର ଏଇ ଅନ୍ଧାରୀ ମୂଲକରେ ଜ୍ଞାନର ଆଲୋକ ବର୍ତ୍ତିକା ସାଜି ଆସିଥିଲେ ସଞ୍ଜୟ ସାର । ଆଜି ପଞ୍ଚାୟତରେ ସବୁ ପିଲା ସ୍କୁଲ ଯାଉଛନ୍ତି, ପାଠ ପଢୁଛନ୍ତି ।