ଗତ ବର୍ଷ ତୁଳନାରେ ମାତ୍ର ୩୨ଟି ଅଧିକ କୁମ୍ଭୀର ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ମୋଟ୍ କୁମ୍ଭୀର ସଂଖ୍ୟା ୧୮୫୮କୁ ବୃଦ୍ଧି ପାଇଛି ।