Surprise Me!

ଏକ ନମ୍ବର ହାଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 40ରୁ ଅଧିକ ଦୋକାନ

2026-01-20 6 Dailymotion

ମଧ୍ଯରାତିରେ ହୁତୁହୁତୁ ହୋଇ ଜଳିଲା ଏକ ନମ୍ବର ହାଟ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ।

Buy Now on CodeCanyon