ଆଜିଠାରୁ ଠାରୁ ୨୨ ତାରିଖ ଗୁରୁବାର ପର୍ଯ୍ୟନ୍ତ ତିନିଦିନ ଧରି ଡ଼ଲଫିନ ଗଣନା କରାଯିବ। ଗଣନାରେ ବାଇନାକୁଲାର, ଜିପିଏସ, କ୍ୟାମେରା, ହ୍ୟାଣ୍ଡିକ୍ୟାମ ପ୍ରଭୃତି ସାମଗ୍ରୀ ବ୍ଯବହାର କରାଯାଉଛି ।