ସିଏମସିର 'ଗୋଟିଏ ଦିନ କମିଶନରଙ୍କ ସହ' କାର୍ଯ୍ୟକ୍ରମରେ କମିଶନରଙ୍କ କାର୍ଯ୍ୟକୁ ଅତି ନିକଟରୁ ଦେଖିବେ ଛାତ୍ରଛାତ୍ରୀ । ଆବେଦନ ପାଇଁ ସିଏମସି ୱେବସାଇଟର ତଥ୍ୟ । ଜାଣନ୍ତୁ କିପରି କରିବେ ଆବେଦନ ।