ତିବ୍ଦତୀୟ ଶରଣାର୍ଥୀଙ୍କ ଓଡ଼ିଆ ଭାଷା ପ୍ରୀତି, ବ୍ରହ୍ମପୁରରେ କରାଗଲା ସମ୍ୱର୍ଦ୍ଧିତ
2026-01-20 14 Dailymotion
ଓଡ଼ିଆରେ ନାମଫଳକ ଲେଖି ବ୍ରହ୍ମପୁରରେ ଶୀତବସ୍ତ୍ର ବିକ୍ରି କରୁଥିବା ତିବ୍ଦତୀୟ ଶରଣାର୍ଥୀଙ୍କୁ ଓଡ଼ିଆ ଭାଷା ଆନ୍ଦୋଳନର କର୍ମକର୍ତ୍ତାମାନେ ସମ୍ୱର୍ଦ୍ଧିତ କରିଛନ୍ତି । ନାମଫଳକ ଓଡ଼ିଆରେ ଲେଖାଯିବାକୁ ପ୍ରତିଶୃତି ଦେଇଛନ୍ତି ତିବ୍ଦତୀୟ ।