ନିଆଁର ଆଁରେ ଜୀବିକା ପୋଡି ଯାଇଥିବା ବେଳେ ବାହୁନି କାନ୍ଦୁଛି ଦୋକାନୀ। ଜୀବନ ଜୀବିକାର ଆଧାର ସମ୍ପୂର୍ଣ ପୋଡି ନଷ୍ଟ ହୋଇଯାଇଥିବା ବେଳେ କେମିତି ବଞ୍ଚିବେ? ସେନେଇ ଚିନ୍ତାରେ ।