ଏମଭି-୨୬ ଗାଁରେ ଘଟିଥିବା ହିଂସାକାଣ୍ଡର ସିବିଆଇ ତଦନ୍ତ ଦାବି କଲେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି । ମହିଳାଙ୍କ ମୃତ୍ୟୁକୁ ନେଇ ଅଶାନ୍ତ ହୋଇଥିଲା ଦୁଇ ଗାଁ ।