ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପ୍ରତିନିଧି ସୁନୀଲ ପାତ୍ରଙ୍କ ଘରେ ଇଡି ରେଡ ଘଟଣା । ମନ୍ତ୍ରୀଙ୍କ ବହିଷ୍କାର ଦାବି କଲେ ବିଜେଡି ନେତା ଲେନିନ ମହାନ୍ତି ।