ମାନୁନାହାନ୍ତି ଗାଇଡଲାଇନ: ଓଭରଲୋଡିଂ ଯାତ୍ରା, ବାଜିରେ ଲାଗୁଛି ସ୍କୁଲ ଛାତ୍ରଛାତ୍ରୀଙ୍କ ଜୀବନ !
2026-01-20 3 Dailymotion
ଛୋଟ ଭ୍ୟାନ ଏବଂ ଅଟୋ-ରିକ୍ସାରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବିପଦପୂର୍ଣ୍ଣ ଭାବେ ନେବା ଆଣିବା କରାଯାଉଛି । ଯାହା ନିୟମ ପାଳନ କରିବା କଥା ମାନୁନାହାନ୍ତି ଅମାନିଆ । RTO ଅଧିକାରୀ କହିଲେ ଛଡାଯିବନି ।