Surprise Me!

ପରଦାକୁ ଆସୁଛି 'ପରୀ', ଦର୍ଶକ ଦେଖିବେ ଜ୍ୟୋତି-ଅନୁରାଧାଙ୍କ ଯୋଡ଼ି

2026-01-20 2 Dailymotion

ଶିଶୁ ଦୁଷ୍କର୍ମ ସଚେତନତାକୁ ନେଇ ପ୍ରସ୍ତୁତ 'ପରୀ' ଆସନ୍ତା ଜାନୁଆରୀ ୩୦ ତାରିଖରେ ରିଲିଜ ହେବ । କାହାଣୀ ପ୍ରତି ଦର୍ଶକଙ୍କୁ କନ୍ଦେଇ ଦେବ ବୋଲି କହିଛନ୍ତି ନାୟିକା ଅନୁରାଧା ପାଣିଗ୍ରାହୀ ।

Buy Now on CodeCanyon