ଅନୁଗୋଳ ଆଞ୍ଚଳିକ ବନ ସଂରକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ପୁରା ୭ଟି ବନଖଣ୍ଡରେ ଏହି ଅଭିଯାନ ଆରମ୍ଭ ହୋଇଛି "ଜିବେ ଦୟା" ଅଭିଯାନ । ଜବତ ହୋଇଛି ବିପୁଳ ପରିମାଣର ଫାସ ବନ୍ଧୁକ ଓ ବୋମା।