ଶୀତ ଦିନେ ବିଦେଶାଗତ ପକ୍ଷୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ହୀରାକୁଦ ଜଳଭଣ୍ଡାରର ଆଦ୍ରଭୂମି । 3 ବର୍ଷ ହେଲା ବଢୁଛି ଦରିଆପାର ବିହଙ୍ଗଙ୍କ ସଂଖ୍ୟା ।