ସୋସିଆଲ ମିଡିଆ ପୋଷ୍ଟ; ଶ୍ରୀମନ୍ଦିରରେ ଖୁବଶୀଘ୍ର ବୋମା ପଡିବ, ସାଂସଦଙ୍କୁ ଗୁଳିମାଡ ଧମକ ! ପୋଲିସର ଖୋଳତାଡ ଆରମ୍ଭ
2026-01-21 11 Dailymotion
ଶ୍ରୀମନ୍ଦିରକୁ ବୋମା ମାଡ ଏବଂ ରାଜ୍ୟସଭା ସାଂସଦଙ୍କୁ 10 ଲକ୍ଷ ଟଙ୍କା ନଦେଲେ ହତ୍ୟା ଧମକ ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ ଆସିବା ପରେ ତଦନ୍ତ ଆରମ୍ଭ । ସୁରକ୍ଷା କଡାକଡି ।