ଏଣିକି କର୍ମଜୀବୀ ମହିଳାଙ୍କ ଛୁଆର ଯତ୍ନ ନେବ ବିଏମ୍ସି । ସହିଦନଗରରେ ଆରମ୍ଭ ହେଲା ଶିଶୁ ଗୃହ । 30 ପିଲା ପାଇଁ ବ୍ୟବସ୍ଥା, ମାସକୁ ଦେବାକୁ ପଡିବ ୫ ଶହ ଟଙ୍କା ।