Surprise Me!

ଓଡ଼ିଶାରେ ବଦଳୁଛି ପାଗ; କମୁଛି ଶୀତ, ବଢ଼ୁଛି ତାତି

2026-01-21 0 Dailymotion

ଧୀରେ ଧୀରେ କମୁଛି ଶୀତ । ୧୯ଟି ସ୍ଥାନରେ ୩୦ ଡିଗ୍ରୀ ଉପରେ ରେକର୍ଡ ହେଲା ତାପମାତ୍ରା । କୁହୁଡ଼ି ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

Buy Now on CodeCanyon