ଜିଲ୍ଲାରେ ୧ ଲକ୍ଷ ୧୯ ହଜାର ଚାଷୀ ପଞ୍ଜୀକୃତ କରିଥିବା ବେଳେ ଏବେ ସୁଦ୍ଧା ୮୩ ହଜାର ଚାଷୀଙ୍କ ଠାରୁ ଧାନ କ୍ରୟ କରିଛି କଳାହାଣ୍ଡି ଜିଲ୍ଲା ଯୋଗାଣ ବିଭାଗ।