Surprise Me!

ଭୁବନେଶ୍ୱରରୁ ଦୁବାଇକୁ ବିମାନ ସେବା ବନ୍ଦ ଆଶଙ୍କା, ରାଜ୍ୟ ସରକାରଙ୍କୁ ଚିଠି ଲେଖିଲା ଓଡ଼ିଶା ସମାଜ

2026-01-21 1 Dailymotion

ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ବିମାନ ଉଡାଣକୁ ନେଇ ଅନିଶ୍ଚିତତା । ମାର୍ଚ୍ଚ 28 ପରଠୁ ଟିକେଟ୍‌ ବୁକିଂ ବନ୍ଦ କଲା ଇଣ୍ଡିଗୋ । ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡି ଚିଠି ଲେଖିଲା ଓଡ଼ିଶା ସମାଜ

Buy Now on CodeCanyon