Surprise Me!

ଓଡ଼ିଆ ଛାତ୍ରଙ୍କ ନିଆରା ସ୍ମାର୍ଟକାର୍ଡ, ମିଳିବ ଲୋକେସନ ଟ୍ରାକିଂ ସହିତ ଜରୁରୀକାଳୀନ ଆଲର୍ଟ ସୁବିଧା

2026-01-21 0 Dailymotion

ଓଡ଼ିଶାର ନବମ ଶ୍ରେଣୀର ଛାତ୍ର ଆୟୁଷ କୁମାର ଦେ ଏପରି ଏକ ସ୍ମାର୍ଟ କାର୍ଡ ତିଆରି କରିଛନ୍ତି, ଯେଉଁଥିରେ ଅଟୋମେସନ ସିଷ୍ଟମ ଦ୍ବାରା ଲୋକେସନ ଟ୍ରାକିଂ ଓ ଜରୁରୀକାଳୀନ ଆଲର୍ଟର ସୁବିଧା ମିଳିବ ।

Buy Now on CodeCanyon