Surprise Me!

ଚାଲିଥିଲା ସ୍ବେରେଜ କାମ ଧସିଲା ମାଟି, ଅଳ୍ପକେ ବର୍ତ୍ତିଲେ ରାଜସ୍ଥାନର 2 ଶ୍ରମିକ

2026-01-23 3 Dailymotion

ସମ୍ବଲପୁରରେ ସ୍ବେରେଜ କାମ ଚାଲିଥିବା ବେଳେ ବଡ଼ ଅଘଟଣ । ହଠାତ୍ ମାଟି ଧସିବାରୁ ଫସିଗଲେ ଦୁଇ ଶ୍ରମିକ । ଆହତ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l

Buy Now on CodeCanyon