ପରିବହନ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ୨୦୨୦ରୁ ୨୦୨୪ ମସିହା ମଧ୍ୟରେ ୫୬,୮୩୦ଟି ସଡ଼କ ଦୁର୍ଘଟଣା ରେକର୍ଡ କରାଯାଇଛି । ୨୦୨୪ ମସିହାରେ ୬୧୪୨ ଜଣଙ୍କର ମୃତ୍ୟୁ ହୋଇଛି ।