ଭୁବନେଶ୍ବରରେ ପୁଣି 'ଆମ ବସ୍' ଦୁର୍ଘଟଣା ଘଟାଇଛି । ବାଇକ୍ ଆରୋହୀ ଆହତ ହୋଇଛନ୍ତି । ପ୍ରତିବାଦରେ 3ଟି ବସ୍ ଭଙ୍ଗାରୁଜା କଲେ ସ୍ଥାନୀୟ ଲୋକ ।