Surprise Me!

ଶ୍ରୀମନ୍ଦିରରେ ବୋମା ବିସ୍ଫୋରଣ ଧମକ ପରେ ତନାଘନା; ସୁରକ୍ଷା ସବକମିଟି ପ୍ରସ୍ତାବ କାର୍ଯ୍ୟକାରୀ ହେଉନଥିବାରୁ ଉଦବେଗ

2026-01-23 2 Dailymotion

ଶ୍ରୀମନ୍ଦିରରେ ଅନେକ ସମୟରେ ସମନ୍ଵୟ ଅଭାବରୁ ବିଭିନ୍ନ କାର୍ଯ୍ୟରେ ବିଶୃଙ୍ଖଳା ହେଉଛି। ଗତ କିଛିଦିନ ତଳେ ଶ୍ରୀମନ୍ଦିର ଭିତରେ ପୋଲିସ-ଜେଟିପି ମୁହାଁମୁହିଁ ହୋଇଥିଲେ, ଶ୍ରୀମନ୍ଦିର ସୁରକ୍ଷା ସବ୍ କମିଟି ସୁପାରିସ କାର୍ଯ୍ୟକାରୀ କରାଯାଉନାହିଁ ।

Buy Now on CodeCanyon