Surprise Me!

ଫକୀର ମୋହନ ବିଶ୍ୱ ବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଅତିଥି ହେବେ ରାଷ୍ଟ୍ରପତି, ବିତାଇବେ ଅଢେଇ ଘଣ୍ଟା

2026-01-23 7 Dailymotion

ଫେବୃଆରୀ 3ରେ ବାଲେଶ୍ବର ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ମୁର୍ମୁ ଫକୀର ମୋହନ ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଜୋରଦାର ।

Buy Now on CodeCanyon