ଝାରସୁଗୁଡ଼ା କୋଲାବିରା ବନାଞ୍ଚଳରୁ ଏକ ହିମାଳୟନ ଗ୍ରିଫନ୍ ପ୍ରଜାତିର ଶାଗୁଣା ଉଦ୍ଧାର କରାଯାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଛଡ଼ାଯାଇଛି । ଚିକିତ୍ସା ପରେ ସୁସ୍ଥ ଅଛି ଶାଗୁଣା ।