Surprise Me!

ବକ୍ସି ଜଗବନ୍ଧୁଙ୍କ 200 ବର୍ଷ ପୂର୍ତ୍ତି ଉତ୍ସବ; ସର୍ବଭାରତୀୟ ସ୍ତରରେ ପାଳନ ପାଇଁ ଦାବିପତ୍ର

2026-01-23 4 Dailymotion

ଖୋର୍ଦ୍ଧାର ସ୍ୱେଚ୍ଛାସେବୀ ସଂଗଠନ 'ନିୟୁ ଥିଙ୍କିଙ୍ଗ ଫୋରମ୍' ଆନୁକୂଲ୍ୟରେ ୨୦୨୯ରେ ବକ୍ସି ଜଗବନ୍ଧୁଙ୍କ 200 ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରା‌ଯିବ । ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ନିୟୁ ଥିଙ୍କିଙ୍ଗ ଫୋରମ୍ ।

Buy Now on CodeCanyon