ଜୋର ଧରିଲା ସିଂହଦ୍ବାର ଦଶାବତାର ମୂର୍ତ୍ତି ସ୍ଥାପନ ଦାବି, ପ୍ରଶାସନକୁ ମାସେ ସମୟ ଦେଲା ଜଗନ୍ନାଥ ସେନା
2026-01-24 9 Dailymotion
୨୦୧୨ରେ ସିଂହଦ୍ଵାର ଗୁମୁଟରୁ ଚୂନ ଛଡ଼ାଯିବା ସମୟରେ ଦଶ ଅବତାର ମୂର୍ତ୍ତି କଢ଼ା ଯାଇଥିଲା । ମୂର୍ତ୍ତି ତିଆରି ସରିଥିବା ବେଳେ କାହିଁକି ଲଗାଯାଉନି ବୋଲି ପ୍ରଶ୍ନ କରିଛି ଶ୍ରୀଜଗନ୍ନାଥ ସେନା ।