ସାଧାରଣତନ୍ତ୍ର ଦିବସ ପାଇଁ ଫୁଲ ଡ୍ରେସ ରିହରସଲ, ଗାନ୍ଧୀ ମାର୍ଗରେ ୫୧ଟି କଣ୍ଟିଂଜେଣ୍ଟର ପ୍ରଦର୍ଶନ
2026-01-24 2 Dailymotion
ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ବିଧାନସଭା ସମ୍ମୁଖରୁ ମାଷ୍ଟର କ୍ୟାଣ୍ଟିନ୍ ଯାଏଁ ରାସ୍ତାରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଇଁ ବିଭିନ୍ନ ଦଳଙ୍କ ପ୍ରସ୍ତୁତି ଦେଖିବାକୁ ମିଳିଥିଲା ।